Breaking News

ସତ୍ୟବାଦୀରେ ୧୯ ଜଣ ନୂତନ କରୋନା ପଜେଟିଭି ଚିହ୍ନଟ

 ସାକ୍ଷୀଗୋପାଳ -----ରାଜ୍ୟରେ କରୋନା ମାଡିଚାଲିଥିବା ବେଳେ  ଆଜି ସତ୍ୟବାଦୀରେ ନୂତନ ୧୯ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି ।  ସତ୍ୟବାଦୀରେ ଶନିବାର ୧୯ ଜଣ ପଜେଟିଭି ଚିହ୍ନଟ ହୋଇଥିବା ବେଳେ ଆଜି ୧୯ ଜଣ ପଜେଟିଭି ଚିହ୍ନଟ ହୋଇଛନ୍ତି । ମୋଟ ୨୧୦ ଜଣ ସତ୍ୟବାଦୀରେ ଦ୍ୱତୀୟ ଲହର କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୫/୨୦୨୧----୭,୦୦


Blog Archive

Popular Posts