Breaking News

>>
  • ରାହୁଲ ଗାନ୍ଧୀଙ୍କ ପ୍ରତି ଅସାଳୀନ ମନ୍ତବ୍ୟ ପ୍ରତିବାଦରେ ଡେଲାଙ୍ଗରେ ପୁରୀ ସାଂସଦଙ୍କ କୁଶପୁତଳିକା ଦାହ
  • >>
  • ବୀରରାମଚନ୍ଦ୍ରପୁର ଗ୍ରାମରେ ଚମ୍ପକଦ୍ୱାଦଶୀ ଅବସରରେ କାଠଚକ୍ର ଆସତବାଜି ପ୍ରଦର୍ଶନ ; ଗ୍ରାମ ବୁଲି ଦୁଆରି ଭୋଗ ଖାଇ ଫେରିଲେ ଠାକୁର ଠାକୁରାଣୀ
  • >>
  • ଗୁରୁଙ୍କ ସ୍ଥାନ ସମାଜରେ ସବୁଠୁ ଉର୍ଦ୍ଧ୍ୱରେ ,ଆଦର୍ଶ ପ୍ରଧାନଶିକ୍ଷକ ରମେଶ ପ୍ରଧାନଙ୍କୁ ଅଵସର ସମ୍ବର୍ଦ୍ଧନା
  • >>
  • ବେକରେ ରସି ଲଗାଇ, ଯୁବକଙ୍କ ଆତ୍ମହତ୍ୟା
  • >>
  • ବିବାହ ଦିନକୁ ମନେ ରଖିବା ପାଇଁ ରକ୍ତଦାନ ଶିବିର
  • >>
  • ଜଟଣୀର ବିଭିନ୍ନ ସ୍ଥାନରେ ପାଳିତ ହେଲା ‘ଇଦ୍‌-ଉଲ୍‌-ଜୁହା’
  • >>
  • ବିକଶିତ କୃଷି ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ
  • >>
  • ଭଞ୍ଜନଗରରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • >>
  • କଇଁଣ୍ଡି ଅଞ୍ଚଳ କାଳଞ୍ଜି ସମାଜର ପ୍ରତିଭା ସଂମ୍ମାନ ଉତ୍ସବ
  • >>
  • ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ
  • >>
  • ଜଟଣୀ ପୌରପରିଷଦର ଅଜବ ନିୟମ ; ପୁରାତନ ଡ୍ରେନ ର ପୁନଃରୁଦ୍ଧାର ନ କରାଯାଇ ଚାଲିଛି ନୂତନ ଡ୍ରେନ ନିର୍ମାଣ , ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷ
  • >>
  • ଶ୍ରୀ ଜଗନ୍ନାଥଙ୍କ ସେନାପଟ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ
  • >>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • ସାନ ସିନା ଦାନ ତ ମହାନ


     କୁରାଳ--- କରୋନା ମହାମାରୀ ନିମନ୍ତେ ସମଗ୍ର ଦେଶରେ ଲକ ଡାଉନ ପରିସ୍ଥିତି ଜାରି ରହିଛି।ଲକ ଡାଉନ ଯୋଗୁଁ ଅନେକ ଲୋକଙ୍କର ଜୀବନ ଜୀବିକା ଠପ ହେଇଯାଇଛି ।ଯାହା ଫଳରେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଦେଶର ମଧ୍ୟବିତ୍ତ ପରିବାର ଠାରୁୁ  ଧନୀ ଶ୍ରେଣୀ ଓ ସେଲିବ୍ରିଟି ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ବିଶେଷ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଏହି ଲକ ଡାଉନ ସମୟରେ ଓଡ଼ଗାଁ ର ଏକ ଛୋଟ ପିଲା ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ସର୍ବସାଧାରଣରେ ପ୍ରସଂଶାର ସୁଅ ଛୁଟିଛି ।
    ସୂଚନାଯୋଗ୍ୟ ଯେ ନଅ ବର୍ଷର ବାଳକ କୁମାର ୟସରାଜ ନିଜ ଘଡିରେ ସଞ୍ଚିତ ଅର୍ଥରାଶିକୁ ଭାଙ୍ଗି ଆଜି ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ୫,୩୫୦ ଟଙ୍କା  ପ୍ରଦାନ କରିଛନ୍ତି ।କୁମାର ୟସରାଜ ହେଉଛନ୍ତି ଓଡ଼ଗାଁ ଉଦ୍ୟାନ ବିଭାଗର ଅଧିକାରୀ ଅଜିତ କୁମାର ନାୟକ ଏବଂ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କର ସୁପୁତ୍ର ।
    କୁନି ବୟସରେ ଦେଶର ଅର୍ଥନୈତିକକୁ ସୃଦୃଢ଼ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସାହାଯ୍ୟ କରିବାର ମନୋବୃତି ସଭିଙ୍କ ନିମନ୍ତେ ପ୍ରେରଣାର ଖୋରାକ ଯୋଗାଇବ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। 
    କୁରାଳରୁ ଅର୍ଜୁନ ସାହୁ

    Blog Archive

    Popular Posts