Breaking News

କ୍ୱାରେଣ୍ଟାଇନ ଗୃହ ଉପଜିଲ୍ଲାପାଳ , ବିଡିଓ ପରିଦର୍ଶନ କଲେ


ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକର ମହୁରା ଗ୍ରାମ ପଞ୍ଚାୟତର ପାଣିଛତ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ପରିସରରେ କରୋନା ପାଇଁ ପଞ୍ଚାୟତ ସ୍ତରୀୟ କ୍ୱାରେଣ୍ଟାଇନ ଚିକିତ୍ସା ଗୃହ ତନକି କରିଛନ୍ତି ଉପ ଜିଲ୍ଲାପାଳ ଓ ସତ୍ୟବାଦୀ  ବିଡିଓ ସରୋଜ କୁମାର ଦତ୍ତ । ଏଠାରେ ୧୦ ବେଡ ରହିଥିବା ବେଳେ ପାନୀୟ ଜଳ, ନୂତନ ଶୌଚାଳୟ, ବିଦ୍ୟୁତ, ଇନଭେଟର, ଫ୍ୟାନ,  ଲଗାଯାଇଛି । ଏଠାରେ ନିୟମିତ ଭାବେ ଅଙ୍ଗନୱାଡି ର୍କମୀ, ଶିକ୍ଷକ, ୱାର୍ଡ ସଭ୍ୟସଭ୍ୟାଙ୍କ ସହିତ ଆଶାକର୍ମୀ ମାନେ ରହୁଛନ୍ତି ି । ସମସ୍ତ କାର୍ଯ୍ୟ ଦେଖିଲା ପରେ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ମାହାରୀଙ୍କୁ ଅଧିକାରୀ ମାନେ ସାଧୁବାଦ ଜଣାଇଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts