କୁଜଙ୍ଗ ତହସିଲଦାରଭାବେ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶୀନି ନିଯୁକ୍ତି
କୁଜଙ୍ଗ ---- ରାଜସ୍ୱ ବିଭାଗ ପକ୍ଷରୁ ୩୪ଜଣ ରିଜର୍ଭ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ୧୧ ଜଣଙ୍କୁ ତହସିଲଦାର, ୩ଜଣଙ୍କୁ ବିଡିଓ ଓ ଅନ୍ୟମାନଙ୍କୁ ଡେପୁଟି କଲେକ୍ଟର ରହିଛନ୍ତି । ବିଜ୍ଞାପ୍ତି ଅନୁଯାୟୀ ସମ୍ପୃକ୍ତ ଓଏସ ମାନେ ଜୁନରେ ଟ୍ରେନି ରିଜର୍ଭ ଅଫିସରଭାବେ ନିଯୁକ୍ତ ହୋଇଥିଲେ । ଏବେ ସେମାନଙ୍କ ମଧ୍ୟରୁ ସ୍ମୃତି ପ୍ରଜ୍ଞା ପ୍ରିୟ ଦର୍ଶିନୀଙ୍କୁ କୁଜଙ୍ଗ ତହସିଲଦାରଭାବେ ନିଯୁକ୍ତି ଦିଆଯାଇଛି ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର