Breaking News

ଛଅ ଜଣ ଯୁଆଡି ଗିରଫ


 କନ୍ଧମାଳ-- ତୁମୁଡିବନ୍ଧ ଥାନା ଅଞ୍ଚଳରେ ଲକ ଡାଉନ ସମୟରେ ସାମାଜିକ ଦୂରତା  ନ ମାନି ଯୁଆ ଖେଳୁ ଥିବା ବେଳେ ତୁମୁଡିବନ୍ଧ ପୋଲିସ ଛଅ ଜଣଙ୍କୁ ଘରିଫ କରିଛି ।  ଥାନା କେସନଂ ୩୩/୨୦୨୦ ରୁଜ କରି ହେମନ୍ତ ପ୍ରଧାନ, ଚନ୍ଦନ ପୁଷ୍ଟି, ପୂର୍ଣ୍ଣଚନ୍ଦ୍ର ସାହୁ, ଚିତ୍ରସେନ ପ୍ରଧାନ, ବନଜା ସାହୁ, ଅକ୍ଷୟ କୁମାର ସାହୁଙ୍କ ଠାରୁ ୧୪ ହଜାର ୩୫୦ ଟଙ୍କା ଜବତ କରାଯାଇଥିବା ଜଣାପଡିଛି । କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts