Breaking News

ସତ୍ୟବାଦୀ ଥାନା ସଫେଇ ହେଲା


 ସାକ୍ଷୀଗୋପାଳ-- ସତ୍ୟବାଦୀ ଥାନା କରୋନା ସମୟରେ ବହୁ ଦିନରୁ ଥିବା ଭଙ୍ଗାରୁଜା ଘର , ଜଙ୍ଗଲ ଆଦି ସଫା କରାଯାଇଛି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ପରିତ୍ୟକ୍ତ ହୋଇ ପଡି ରହିଥିବା କେତକ ଘର କୁ ଜେସିପି ସାହାର୍ଯ୍ୟରେ ଭାଙ୍ଗି ଦେଇ ପାଖରେ ଥିବା  ଖାଲ ଗୁଡିକ ବନ୍ଦ କରିଥିବା ଜଣାପଡିଛି । ଏହି ସଫେଇ ଦେଖିବା ପରେ ଥାନା ଆଇଆଇସିଙ୍କୁ ସତ୍ୟବାଦୀ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।

ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts