ଫଟୋ ରେ ଖବର
ସାକ୍ଷୀଗୋପାଳ------ ବିନା ମାସ୍କ ରେ ସରକାରୀ କର୍ମଚାରୀ । ସତ୍ୟବାଦୀ ବ୍ଲକ ଅନ୍ତର୍ଗତ
ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ମାତ୍ର ପଞ୍ଚାୟତର ଭିଏଲଡ୍ୟୃ ବିନା ମାସ୍କ ରେ ବସିଛନ୍ତି
। ସରକାରଙ୍କ ଆଇନ କିପରି ପାଳନ ହେଉଛି ଏଥିରୁ ଅନୁମେୟ । ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି