କରୋନା ଯୋଦ୍ଧାଙ୍କୁ ବାଣ୍ଟିଲେ ମାକ୍ସ
ସାକ୍ଷୀଗୋପାଳ--- ରାଜ୍ୟରେ କରୋନା ପାଇଁ ଲକ ଡାଉନ ଜାରି କରାଯାଇଛି । ମାତ୍ର କରୋନା ପାଇଁ ନିଜ ପରିବାର ଓ ପିଲା ଛୁଆଁଙ୍କୁ ଛାଡି ପୋଲିସ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି । ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀ ବକ୍ଳର ବଳପୁର ଗ୍ରାମ ପଞ୍ଚାତର ସ୍ୱାଧୀନ ମହିଳା ସଂଘର ସଭ୍ୟା ମିନତି ମହାପାତ୍ର ଓ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହପାତ୍ର ପୋଲିସ କର୍ମଚାରୀ ମାନଙ୍କ ପାଇଁ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କୁ କିଛି ମାସ୍କ ପ୍ରଦାନ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି