କାଳବୈଶାଖୀ ଯୋଗୁଁ ରାସ୍ତା ଉପରେ ପଡ଼ିଛି ଗଛ
କନ୍ଧମାଳ---- କନ୍ଧମାଳ ଜିଲ୍ଲା ର କୁରୁତ୍ତମଃଗଡ଼ ପଞ୍ଚାୟତ ଠାରୁ ମାତ୍ର ଏକ କିଲୋମିଟର ପୂର୍ବରୁ ବର୍ଷା ସହ ପବନ ହେବା ଦ୍ୱରା ରାସ୍ତା ରେ ବଡ଼ ବଡ଼ ଗଛ ଉପୁଡି ପଡିଛି । ଯାହା ଦ୍ୱରା କି ଗାଡି ଗୁଡିକ ଯିବା ଆସିବା ବନ୍ଦ ସୋଇଯାଇଛି । କୁରୁତମଗଡ଼ ରେ ଗତ କାଲି ଠୁ ବିଦ୍ୟୁତ ବିଛିନ୍ନ ହୋଇଯାଇଛି । ଏପଟେ ଆଜି ପ୍ରବଳ ଖରାରେ ଲୋକେ ଡହଳ ବିକଳ ହୋଇପଡ଼ିଲେଣି । ୨୪ ଘଣ୍ଟା ରୁ ଅଧିକ ସମୟ ହେଲେ ମଧ୍ୟ୍ୟ ରାସ୍ତା ରୁ ଗଛ କଡ଼ାଯାଉନାହିଁ ।