Breaking News

କ୍ୱାରେଣ୍ଟାଇନ କେନ୍ଦ୍ର ବୁଲି ଦେଖିଲେ ବ୍ଳକ ଅଧ୍ୟକ୍ଷା, ବିଡିଓ


ସାକ୍ଷୀଗୋପାଳ-- ରାଜ୍ୟରେ ଲକ ଡାଉନ ସମୟ ଶେଷ ହେବାକୁ ବସିଲାଣି । ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ସଂଖ୍ୟାରେ ଲୋକମାନେ ଫେରିବେ । ଏହାକୁ ଲକ୍ଷ୍ୟ କରି ଗୁରୁବାର ଦିନ  ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତଙ୍କ ସହ ବିଭାଗୀୟ ଯନ୍ତ୍ରୀ ପରଜାପଡା, କେତକୀପାଟଣା, ରାୟଖଣ୍ଡୀ ଓ ମହୁରା ଗ୍ରାମ ପଞ୍ଚାୟତରେ କରାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ର ଗୁଡିକ ବୁଲିକି ଦେଖିଥଲେ । ସ୍ଥାନୀୟ ସରପଞ୍ଚ ମାନଙ୍କ ସହିତ ବିଭିନ୍ନ ବିସୟରେ ଆଲେଚନା କରିଥିଲେ ।
 ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts