Breaking News

ପ୍ରଧାନମନ୍ତ୍ରୀଙ୍କ ପାଣ୍ଟିକୁ ୧୦ହଜାର ଟଙ୍କା ପ୍ରଦାନ

କୃଷ୍ଣପ୍ରସାଦ --- ପୁରୀ ଜିଲ୍ଲା ଅର୍ନ୍ତଗତ କୃଷ୍ଣପ୍ରସାଦ ବ୍ଳକ ସିଆଣ୍ଡି ପ
ଞ୍ଚାୟତ ଅଧିନସ୍ଥ ଅଣୁଆଁ ଗ୍ରାମର ଯୁବ ସମାଜସେବୀ ତଥା ବ୍ଳକ ବିଜେପି ଯୁବମୋର୍ଚ୍ଛା ସଂଯୋଜକ ଅଶୋକ କୁମାର ବିଶ୍ୱାଳ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡ କୁ ୧୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ସେ ଏହି ଚେକ୍ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ବିଶ୍ୱାଳଙ୍କ ଏହି କାର୍ଯ୍ୟ ପାଇଁ ବିଧାୟକ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କୃଷ୍ଣପ୍ରସାଦରୁ ଦୁର୍ଗା ଚରଣ  ସ୍ୱାଇଁ

Blog Archive

Popular Posts