Breaking News

ଗୁରୁବାର ଦିନ ବିଦ୍ୟୁତ ସରାବରାହ ୫ଘଣ୍ଟା ବନ୍ଦ ରହିବ

ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡର ୩୩ କେ.ବି ବିଦ୍ୟୁତ  ରକ୍ଷଣ ବେକ୍ଷଣ ନିମନ୍ତେ ଆସନ୍ତା ଗୁରୁବାର ୭ ତାରିଖ ଦିନ ସକାଳ ୯ ଘଟିକା ଠାରୁ ଅପରାହ୍ନ୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି  ବିଭାଗୀୟ ପକ୍ଷରୁ କୁହାଯାଇଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts