Breaking News

ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଦେକାନ ଘର ଦୁବୁର୍ତ୍ତ ମାନେ ପୋଡିଦେଲେ

 ଡେଲାଙ୍ଗ-- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସତ୍ୟାବଦୀ ଥାନା ଅଧିନ ଅଭୟମୁଖୀ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚୟତରେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଦେକାନ ଗୃହ ପୋଡି ଦେଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି  । ଗୁରୁବାର ଅପରାହ୍ନ ସମୟରେ ନାହାକାଣୀ ଛକରେ କେହି ନଥିବା ସମୟରେ ଅହଲ୍ୟା ପ୍ରଧାନଙ୍କ ଦେକାନ ଘରେ ନିଆଁ ଲଗାଇ ଦେବାରୁ ଦେକାନରେ ଥିବା ବିଭିନ୍ନ ସମାଗ୍ରୀ ପୋଡି ପାଉଁଶ ହୋଇଯାଇଛି  । ଡେଲାଙ୍ଗରୁ ଦମଳକ ଯାଇ ନିଅଁକୁ ଆୟତ କରିଥିଲେ  । ଆଜି ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆରଆଇ ତଦନ୍ତ କରି ଫେରିଥିବା ଜଣାପଡିଛି । ଅହଲ୍ୟା କିଛି ଯୁବକଙ୍କ ନାମରେ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts