>>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ପିଠା ଦୁତୀୟ ପର୍ଯ୍ୟାୟରେ ପୁରଷ୍କୃତ ହୋଇଥିବା ପଞ୍ଚାୟତ

     କନ୍ଧମାଳ---- ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ପ୍ରସାର ଓ ପ୍ରଚାର କରିବା ପାଇଁ ପିଠା କାର୍ଯ୍ୟକ୍ରମ କରାଯାଇଛିା  । ୧୫ ତାରିଖରୁ ୨୦ ତାରିଖ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଦୁତୀୟ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାରେ ବାଲିଗୁଡା ବ୍ଳକର ସୁରଡା ପଞ୍ଚାୟତ , ଚକାପଡା  ବ୍ଳକର କହରୁଝୁଲା, ଦାରଙ୍ଗିବାଡି ବ୍ଳକର ସରମୂଳତ, ଜି ଉଦୟଗିରି ବ୍ଳକର ଲିଙ୍ଗଗଡା, କେ. ନୂଆଗାଁ ବ୍ଳକର କାଞ୍ଜମେନ୍ଦି, ଖଜୁରୀପଡା ବ୍ଳକର ସୁଦେଜିୟୁ  , କୋଟଗର ବ୍ଳକର ମାରଲଙ୍ଗା, ପିରିଙ୍ଗିଆ ବ୍ଳକର ବାଲନ୍ଦପଡା, ଫୁଲବାଣୀ ବ୍ଳକର ମିନା, ରାୟକିଆ ବ୍ଳକର ରଣାବା ଟିକାବାଲି ବ୍ଳକର ଗୁଟିଙ୍ଗା ଓ ତୁମିଡିବନ୍ଦ ବ୍ଳକର ଶ୍ରୀଲା ପଞ୍ଚାୟତ  ଦୁତୀୟ ପିଠା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ୫ଲକ୍ଷ ଟଙ୍କା ପୁରଷ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଓଡିଶା ସରକାର ପଞ୍ଚାୟତରାଜ ଓ ପାନୀୟ ଜଳ  ବିଭାଗ ପତ୍ରନଂ ୨୮୧୭ ତା ୭/୨/୧୯ ରିଖରେ ଜଣାପଡିଛି  ।
      କନ୍ଧମାଳରୁ ମନୋଜ କୁମାର ପଣ୍ଡା,

    Blog Archive

    Popular Posts