Breaking News

ଯୁବକର ସନ୍ଦେହ ଜନକ ମୃତ୍ଯୁ

କୋଣାର୍କ-----ପୁରୀ ଜିଲ୍ଲା କୋଣାର୍କ ଠାରେ ଯୁବକର  ମୃତ୍ୟୁ ସନ୍ଦେହ ଜନକ ହୋଇଛି । କୋଣାର୍କ ପୋଷ୍ଟ ଅଫିସ ସମ୍ମୁଖ ରେ ଥିବା ଦୋକାନ ସମ୍ମୁଖରେ ପଡିରହିଛି ମୃତ୍ୟୁ ଦେହ ।  ଯୁବକ କୋଣାର୍କ ମାଉସୀ ମା ଅଂଚଳ ର ପ୍ରଭାସ ନାୟକଙ୍କ ପୁଅ ସନ୍ତୋଷ ନାୟକ ବୋଲି ଜଣାପଡିଛି । ପୁଅ କୁ ହତ୍ୟା କରାଯାଇଛ ବୋଲି  ଅଭିଯୋଗ ଆଣିଲେ ମୃତକଙ୍କ ବାପା ପ୍ରଭାସ । ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଝବତ କରିବା ସହ ତଦନ୍ତ ଚଳାଇଛି।
ନିମାପଡାରୂ ଜୟନ୍ଥ ସେଠି

Blog Archive

Popular Posts