Breaking News

ଓମ୍ ଆଗ୍ର ବାୟ ଲିମିଟେଡର ସହାୟତାରେ ଚାଷୀ ଉପକୃତ

Farmers benefit with the help of Om Agra Bay Limited
ବରଗଡ଼  :-ବରଗଡ ଜିଲ୍ଲା ଭେଡେନ ବ୍ଳକ ର om agro companyରସେଲ୍ ଅଧିକାରୀ କିଶୋର କୁମାର ବଣିଆ ଭେଡେନ ବ୍ଳକ୍ ର ସମସ୍ତ ଗ୍ରାମ ମାନଙ୍କୁ ଯାଇ ଚାଷୀ ମାନଙ୍କୁ ‌ତାଙ୍କ କମ୍ପାନୀ ର ପ୍ରଚାର କରି ଛନ୍ତି। neem ନାମକ ଔଷଧ ମାଟିର ଉର୍ବତା କରେ,suer gold ଫିଲ୍ ମାରିବା ‌ପାଇଁ ବ୍ୟବହାର କରାଯାଏ। ଏହା ଚାଷୀ ମାନେ ବ୍ୟବହାର କରି ଏକର ପିଛା ୩୫-୪୦ବସ୍ତା ଧାନ ସଂଗ୍ରହ କରୁଛନ୍ତି।ସେଥି ମଧ୍ୟରୁ ଟିହିକି ପାଲିର ବାସକାନ୍ତ ପ୍ରଧାନ ୨୫ ଏକର ଜମି ଧାନ ଚାଷ କରି ଉପକୃତ ହୋଇଛନ୍ତି।ଏହି କମ୍ପାନୀ ର ଔଷଧ ବ୍ୟବହାର କରି ଚାଷୀ ମାନେ ବହୁତ ଲାଭ କରିଛନ୍ତି ଓ କମ୍ପାନୀ ର କର୍ମଚାରୀ କିଶୋର କୁମାର ବଣିଆ ଙ୍କୁ ପ୍ରଶଂସା କରୁଛନ୍ତି। 
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୫/୨୦୨୨----୭,୪୫
 Sakhigopal News,6/5/2022

Blog Archive

Popular Posts