Breaking News

ହାଁସ ଟାଇକୋଣ୍ଡ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପ୍ରତ ଓ ବେଲଟ ପ୍ରଦାନ



ସାକ୍ଷୀଗୋପାଳ---- ସତ୍ୟବାଦୀ ହାଇସ୍କୁଲ ପରିସରରେ ହାଁସ ଟାଇକୋଣ୍ଡ ଏକାଡେମୀ ପୁରୀଙ୍କ ପକ୍ଷରୁ ସତ୍ୟବାଦୀ ଶାଖାରେ ତାଲିମ ନେଉଥିବା ୩୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ପ୍ରମାଣପତ୍ର ସହିତ ବିଭିନ୍ନ ବେଲଟ ପ୍ରଦାନ କରାଯାଇଛି ।  ଅତିଥି ଭାବେ ମନମୋହନ ଭଞ୍ଜ, ଅଭିମନ୍ୟୁ ସ୍ୱାଇଁ ଓ ଅଭିମନ୍ୟୁ ବରାଳ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ବେଲଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ  ହାଁସ ଟାଇକୋଣ୍ଡ ଏକାଡେମୀର ପୁରୀ । ଟ୍ରେନର ଦୀପକ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୫/୨୦୨୨---୧୦,୫୫   Sakhigopal News, 25/5/2022

Blog Archive

Popular Posts