ଅଗ୍ନିକାଣ୍ଡ ରେ ଦୁଇ ଗାଈ ଗୁରୁତର ଆହତ
Two cows were seriously injured in the blaze
ଡେଲାଙ୍ଗ ---ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ସତରବାଟି ଗ୍ରାମର ସନାତନ ମାଝିଙ୍କ ଘରେ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ତାଙ୍କର ଦୁଇଟି ଗାଈ ପୋଡ଼ି ଆହତ ହୋଇଛନ୍ତି । ମଶା ମାନଙ୍କ ପାଇଁ ଦିଆଯାଇଥିବା ଧୂଆଁ ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ଡେଲାଙ୍ଗ ରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୫/୨୦୨୨----୯,୧୦ Sakhigopal News,23/5/2022