Breaking News

316-ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ଛୁରିଆ ଦେଖାଇ ଡକାୟତି

316-Puri Bhubaneswar National Highway robbery with a knife
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ର  Asi ମଞ୍ଜୁଲତା ଦେଇ ଥାନା staff ସହ ରାତ୍ରି patrolling କରୁଥିଲେ । ଏହି ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଲେ ଯେ NH-316 କାଦୁଆ ଛକରେ  ସତ୍ୟବ୍ରତ ଗିରି ସା-ଗୌଡ଼ହାଟ ତାର ଦୁଇ ସହଯୋଗୀ ଙ୍କ ସହ ଏକ HH HF Deluxe ନୁମ୍ବର ବିହୀନ bike ରେ ଯାଇ tourist gadi ଏବଂ ଅନ୍ୟ ପଥ ଚାରି ଙ୍କ ପାଖରୁ ଛୁରୀ ମୁନରେ ଧମକାଇ ଦାଦାବଟି ଆଦାୟ କରୁଛନ୍ତି । ସଦଳେବଳେ ଯାଇ ଚଢାଉ କରି ସତ୍ୟବ୍ରତ ଗିରି ପାଖରୁ ଏକ ଧାରୁଆ ଛୁରୀ ସହିତ 250/- ଟଙ୍କା ଏବଂ ସେମାନେ ବ୍ୟବହୃତ କରୁଥିବା bike କୁ ଜବତ କରିଛି ପୋଲିସ । ତାର ସହଯୋଗୀ ଅନ୍ଧାର ର ସୁଯୋଗ ନେଇ ଖସି ପଳାଇ ବାରେ ସକ୍ଷମ ହୋଇଛନ୍ତି । ଆଜି ସତ୍ୟବ୍ରତ ଭୋଇ କୁ କୋୖର୍ଟ ଚାଲାଣ କରାଯାଇଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସତ୍ୟବାଦୀ ଥାନା case no-162/2022 us-386/294/506/34 ipc. ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୫/୨୦୨୨----୯,୪୦    Sakhigopal News,27/5/2022

Blog Archive

Popular Posts