Breaking News

ଥଣ୍ଡାପାନୀୟ ପ୍ରକଳ୍ପ ଗୁଡ଼ିକ ଅଚଳ; ନଜର ଦେବାକୁ ଜଣସାଧାରଣ ପକ୍ଷରୁ ଦାବି

Cold-drinking projects are out of date; Demands from the public to keep an eye on it
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମପଞ୍ଚାୟତ ତରଫରୁ ତିନୋଟି ଥଣ୍ଡାପାନୀୟ ପ୍ରକଳ୍ପ ବସାଯାଇଛି ।ସରକାରଙ୍କ ତରଫରୁ ଥଣ୍ଡାପାନୀୟ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବର୍ତମାନ ଥୁଆପାଲି, ରେମଣ୍ଡା ସମଲେଶ୍ୱରୀ ମନ୍ଦିର, ସ୍ଵର୍ଗତ ମଙ୍ଗଳୁ ପ୍ରଧାନ ଙ୍କ ସ୍ମୃତି ନିକଟରେ ଥିବା ଥଣ୍ଡାପାନୀୟ ପ୍ରକଳ୍ପ ବହୁ ଦିନରୁ ଥଣ୍ଡା ପାଣି ବାହାରୁନାହିଁ । ଦିର୍ଘ ଦିନରୁ ବନ୍ଦ ହୋଇଯାଇଛି। ବର୍ତମାନ ଗରମ ୪୦' ଡିଗ୍ରୀ ଉପରେ ରହୁଥିବା ବେଳେ ଥଣ୍ଡା ପାନୀୟ ଜଳ ପିଇବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ଆପତ୍ତି ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଜନସାଧାରଣ ହିତ ଦ୍ରୁଷ୍ଟିରୁ ଏହା କାର୍ଯ୍ୟକାରୀ କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ। ଭେଡେନ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ଦାବୀ କରୁଛନ୍ତି। ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୫/୨୦୨୨---- ୮,୩୦ Sakhigopal News,21/5/2022

Blog Archive

Popular Posts