ଶ୍ରୀଅରବିନ୍ଦ ଶକ୍ତି ପୀଠରେ ପାଠଚକ୍ର ଅନୁଷ୍ଠିତ
A reading cycle is held at Sri Aurobindo Shakti Peeth.
ଭଞ୍ଜନଗର-ଭଞ୍ଜନଗରର ଶ୍ରୀରାମନଗର ଠାରେ ଥିବା ଶ୍ରୀଅରବିନ୍ଦ ଶକ୍ତି ପୀଠରେ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଶ୍ରୀଅରବିନ୍ଦଙ୍କ 150 ତମ ଜୟନ୍ତୀ ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମହାପୁରଷ ଶ୍ରୀଅରବିନ୍ଦଙ୍କ ଯୋଗ ଦର୍ଶନ ଶିକ୍ଷା ଦର୍ଶନ ଓ ତାଙ୍କର ପ୍ରଗାଢ଼ ଦେଶ ପ୍ରେମ ସମ୍ବନ୍ଧରେ ଆଲୋଚନା ଚାଲିଛି । ଏହି ଆଲୋଚନା ଚକ୍ରରେ ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ର ବୁଗୁଡ଼ା ଓ ଭଂଜନଗରର ସାଧକ, ସାଧିକା ମନେ ଯୋଗଦେଇଥିଲେ । ଲାଲସିଂ ପାଠଚକ୍ରର ସମସ୍ତ ସଭ୍ୟା, ସଭ୍ୟ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାଘନାଥ ପଣ୍ଡା, ହରେକୃଷ୍ଣ ପ୍ରଧାନ, କୃତ୍ତିବାସ ବିଶ୍ୱାଳ,ଗୀତା ଅପା, ପ୍ରମୁଖ ଆଲୋଚନାରେ ଭାଗ ନେଇ ଥିଲେ । କାର୍ଯ୍ୟକ୍ରମ ଶେଷରେ ରତ୍ନମଞ୍ଜରୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୫/୨୦୨୨-----୧୦,୨୦ Sakhigopal News,18/5/2022