Breaking News

24 ତମ ଅଲ ଇଣ୍ଡିଆ ୱାଡୋ ଖାଇ କରାଟି ଚାମ୍ପିଅନସିପରେ ଡେଲାଙ୍ଗ ର ଆଠ ଖେଳାଳି

 Eight Delang players at the 24th All India Wado Eating Karate Championship
ଡେଲାଙ୍ଗ --ସର୍ବ ଭାରତୀୟ ସ୍ତରରେ ଆମ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ର ମହତାବ ସ୍ପୋର୍ଟସ ଏକାଡେମୀ ପକ୍ଷରୁ 8 ଜଣ ଖେଳାଳି  24 ତମ ଅଲ ଇଣ୍ଡିଆ ୱାଡୋ ଖାଇ କରାଟି ଚାମ୍ପିଅନସିପରେ ଅଂଶଗ୍ରହଣ କରିବେ । ଏହି ଖେଳ ତା 20,21,22 ତାରିଖରେ ହେବ । ଏହି ଖେଳରେ ଅଂଶୁମାନ ସାହୁ,ଓମ ପ୍ରକାଶ ପୃଷ୍ଟି,ସାଇ ସତ୍ୟବ୍ରତ ଦାସ, ହିମାଂଶୁ ରାଉତ, ଅନୁସୁଡ଼ିନି ଖାଁ,ସୁଭଲକ୍ଷ୍ମି ଦାସ,ଗାୟତ୍ରୀ ସେଠୀ,ଶାନ୍ତନୁ ବିଶ୍ୱାଳ ରହିଛନ୍ତି। କୋଚ ସଂଗ୍ରାମ ମହାନ୍ତି ଓ ନଟବର ସେଠୀ ଙ୍କ ଠାରୁ ଏହା ଜଣାପଡିଛି। ପିଲାଙ୍କୁ ଜିଲ୍ଲା ଓ ରାଜ୍ୟ ତରଫରୁ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଡେ଼ଲାଙ୍ଗ ଯୁବ ସରପଞ୍ଚ ଦୀପକ ସାହୁ, ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ନାରୀନେତ୍ରୀ ବାସନ୍ତୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ପ୍ରେମା ନନ୍ଦ ସାହୁ, ସୁବାଷ ବଳବନ୍ତ ରାୟ , ବୁଦ୍ଧିଜୀବି ଓ କ୍ରୀଡାବିତ ମାନେ ସ୍ବାଗତ ଜଣାଇବା ସହ ଶୁଭ କାମନା କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୫/୨୦୨୨---୧୦,୦୫    Sakhigopal News,19/5/2022

Blog Archive

Popular Posts