କୁପଟି ରେ ଭୀମଭୋଇ ଜୟନ୍ତୀ ଓ ବିଶ୍ଵଶାନ୍ତି ଯଜ୍ଞ
Bhimvoi Jayanti and Bishwashanti Yajna in Kupti
ଭବାନୀପାଟଣା,-ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସାଏପୁର ପଞ୍ଚାୟତର କୁପଟି ମଠଠାରେ କ୍ରାନ୍ତି କବି ଭୀମ ଭୋଇ ଜୟନ୍ତୀ ଓ ବିଶ୍ଵଶାନ୍ତି ଯଜ୍ଞ ପାଳିତ ହୋଇଯାଇଛି । ଧରଣୀପେନୁ ମଠାଧିସ ବ୍ରହ୍ମ ଅବଧୂତ ବିଭୀଷଣ ବାବା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁରିବାହାଲ ମଠାଧିସ ସାଧୁ ସୁଶୀଳ ଦାସ,ବରଗଡ଼ ର ସାଧୁ ଶ୍ରୀବନ୍ତ ଦାସ,ଭକ୍ତ ଋତୁରାଜ,ଭକ୍ତ ସନ୍ୟାସୀ, ଗୋକୁଳାନନ୍ଦ ଦାସ,ପୁନି ଜୁଆଡ଼,ଗୋକୁଳ ସନାତନ,ଦୁର୍ଯ୍ୟୋ,ଜାମେଲ, ବିଶ୍ୱନାଥ,ସାଧୁ ଘଣ୍ଟ ବିହାରୀ ଦାସ,ଅବଧୂତ ତ୍ୟାଗୀ,ଅର୍ପଣ ତ୍ୟାଗୀ,ଦୁଃଖୀଶ୍ୟାମ ତ୍ୟାଗୀ,ସାଧୁ ଝସକେତନ ଦାସ,ସମୀର ତ୍ୟାଗୀ ପ୍ରମୁଖ କାର୍ଯ୍ୟକ୍ରମ ତୁଲାଇଥିଲେ । ଧରଣୀପେନୁ ର କେନ୍ଦ୍ର ସଭାପତି ନାର୍ଣ୍ଣ ସାହୁ,ସମ୍ପାଦକ ପ୍ରେମିଶ ମାଝୀ, ମୁରିବାହାଲ ବ୍ଲକ ସଭାପତି ରାଜେଶ୍ୱର ଭୋଇ,ଧରଣୀପେନୁ କନ ଭେନର ଛବି ରାବଣ ଜାନୀ ଯୋଗଦେଇ ଭୀମଭୋଇଙ୍କ ଜୀବନୀ ଓ ଆଦର୍ଶ ଉପରେ ମତବ୍ୟକ୍ତ କରିଥିଲେ ।ପ୍ରଭାଜୁଆଡ଼, ବିଶାଖା,ଧନମତୀ,ସାରା,ପଦ୍ମା ଜୁଆଡ଼,ବାସନ୍ତୀ ବାଗ,ଦୀପାଞ୍ଜଳି ବାଗ,ପୁଷ୍ପାବତୀ ବାଗ, ଗୋଏମତୀ ଜୁଆଡ଼,ରୁକମଣି ବାଗ,ମାଧବୀ ବାଗ,ଲକ୍ଷ୍ମୀ ,ନିରୂପମା ବାଗ,ଶକୁନ୍ତଳା ବାଗ,ମଖମଳି , ବେଳବାଗ,ବୃନ୍ଦାବନ ଜୁଆଡ଼,ଦୁର୍ଯ୍ୟୋଧନ ଜୁଆଡ଼,ହରି ବାଗ,ତପି ବାଗ,ଗିରିଧାରୀ ଆଡ଼ଜୁଆଡ଼,ଭାସ୍କର ଆଡ଼ ଜୁଆଡ଼,ଲୋକନାଥ ରତେଇ, କ୍ଷୀର ବାଗ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭବାନୀପାଟଣା ରୁ ଅଶୋକ ଭୋଇଙ୍କ ରିପୋର୍ଟ ,୨୩/୫/୨୦୨୨----୯,୧୦ Sakhigopal News,23/5/2022