Breaking News

>>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • ପୃଥିବୀପୃଷ୍ଠର ଆର୍ଦ୍ରତା କମୁଥିବାରୁ କଇଁଛଙ୍କ ସଂଖ୍ୟା କହୁଛି ;ହୃଷୀକେଶ ପାଢ଼ୀ

    The number of turtles says the Earth's surface humidity is declining; Hrishikesh Padhi
    ଡେଲାଙ୍ଗ :ଡାଇନେସୋର ସମୟରୁ କଇଁଛଙ୍କ ସୃଷ୍ଟି ହୋଇଥିବାର ଗବେଷକମାନେ ମତ ଦିଅନ୍ତି ।ପୃଥିବୀ ପୃଷ୍ଠରେ ପ୍ରାୟ ତିନିଶହ ପ୍ରଜାତିର କଇଁଛ ଦେଖାଯାନ୍ତି ।ପରିବେଶ ସୁରକ୍ଷାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।ବର୍ତ୍ତମାନ ଏହି ଜୀଵ ସଂକଟରେ ପଡିଛନ୍ତି।  ଅଧିକାଂଶ ପ୍ରଜାତି ବିଲୁପ୍ତ ପ୍ରାୟ ହୋଇଗଲାଣି। ମାଛଧରା ଜାଲରେ ଛନ୍ଦିହୋଇ, ଟ୍ରଲର ବ୍ଲେଡରେ କଟି, ସମୁଦ୍ର ରେ ପ୍ଲାଷ୍ଟିକ ଖଣ୍ଡ ଖାଇ ଏମାନେ ମୃତ୍ୟୁବରଣ କରୁଛନ୍ତି । ଯାହାକି ପରିବେଶ ପ୍ରତି ଶୁଭଙ୍କର ନୁହେଁ । ମେ ତେଇଶି ବିଶ୍ୱ କଇଁଛ ଦିବସ ପାଳନ ଅବସରରେ ଚିନ୍ତାପ୍ରକଟ କରିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ଅଧ୍ୟକ୍ଷ ,ପରିବେଶବିତ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ |ଆମେରିକୀୟ କଇଁଛ ଉଦ୍ଧାରକାରୀଦଳ ପ୍ରଥମେ ମେ ତେଇଶି ଦୁଇହାଜର ମସିହାରେ ବିଶ୍ୱ କଇଁଛ ଦିବସ ପାଳନ କରି ଜନ ସଚେତନତା ସୃଷ୍ଟି କରିଥିବାରୁ ଆମେ ସେମାନଙ୍କ ପାଖେ ଚିରରୁଣ୍ଣି । ଭଗବାନ ବିଷ୍ଣୁ ମଧ୍ୟ କଚ୍ଛପ ଅବତାର ନେଇଥିଲେ । ଫେଙ୍ଗଶୁଇ, ବାସ୍ତୁଶାସ୍ତ୍ର ରେ ମଧ୍ୟ କଇଁଛ ଙ୍କ ଭୂମିକା ଗୁରୁତ୍ୱପୂର୍ଣ ରହିଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏମାନଙ୍କର ସୁରକ୍ଷା ଦିଗରେ ଲାଗିପଡିବା ବୋଲି ଶ୍ରୀଯୁକ୍ତ ପାଢ଼ୀ ଜଣସାଧାରଣ ଙ୍କୁ ଆହ୍ୱାନ ଦେଇଛନ୍ତି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୫/୨୦୨୨----୫,୪୦  Sakhigopal News,24/5/2022

    Blog Archive

    Popular Posts