>>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • ଉଦ୍ଯାନ ଓ କ୍ରୁଷି କ୍ଷେତ୍ର ପରିଦର୍ଶନ କଲେ ଅଧୀକାରୀ

    Officials visited the garden and cruise areas.
    ସାକ୍ଷୀଗୋପାଳ----ଉଦ୍ଯାନ କୃଷି ଯୁଗ୍ମ ସଚିବ ରାମଚନ୍ଦ୍ର ଜେନା, ଅତିରିକ୍ତ ପରିଚାଳକ ଅଜୟ କୁମାର ପ୍ରଧାନଙ୍କ ସହିତ  ସାକ୍ଷୀଗୋପାଳ ଉଦ୍ଯାନ ସହଅଧିକାରୀ ଦେବଦାସ ଦତ୍ତ ପ୍ରମୁଖ ପୁରୀଜିଲା ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଗୁଆଳିଗୋରଡା ' ଆମ ଚାଷ ବାସ ' କୃଷି କ୍ଷେତ୍ର ପରିଦର୍ଶନ କରିଛନ୍ତି  । ଉନ୍ନତ ପ୍ରଜାତିର ଆମ୍ବ, ପଣସ, ବରକୋଳି, କାଙ୍କଡ, ପୋଟଳ ଓ କୁନ୍ଦୁରି ଆଦି ଫସଲ କିଆରି ବୁଲି ଦେଖିଥିଲେ ଅଧିକାରୀ ମାନେ । ଚାଷୀ ଚନ୍ଦନ କୁମାର ଖୁଣ୍ଟିଆ ଙ୍କ ଠାରୁ ଏହି ସବୁ ଫସଲ ଚାଷ ସଂପର୍କରେ ପଚାରି ବୁଝିଥିଲେ ଅଧିକାରୀ ମାନେ ।ଉକ୍ତ ଚାଷରୁ କିପରି ଅଧିକ ଫସଲ ଅମଦାନୀ କରିପାରିବେ ସେ ସଂପର୍କ ରେ  ଚାଷୀ ଚନ୍ଦନଙ୍କୁ ପରାମର୍ଶ ଦେଇଥିଲେ  । ରାସାୟନିକ ସାର ବ୍ଯବହାର ନକରି ଜୈବିକ ଖତ ସାର କ୍ଷେତରେ ପ୍ରୟୋଗ କରିବାକୁ କହିଥିଲେ କୃଷି ଅଧିକାରୀ ମାନେ। 
     ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୫/୨୦୨୨----୫,୪୦ Sakhigopal News,21/5/2022

    Blog Archive

    Popular Posts