Breaking News

ଦୁବୁର୍ତ୍ତ ଟେକା ମାରି ଯାତ୍ରୀ ନିବାସର ଝରକା କାଚ ଭାଙ୍ଗିଲେ

He smashed the glass of the passenger compartment.


ସାକ୍ଷୀଗୋପାଳ---- କୌଣସି ଦୁବୁର୍ତ୍ତ ବିଳମ୍ବିତ ରାତିରେ ସାକ୍ଷୀଗୋପାଳ ମନ୍ଦିର ପକ୍ଷରୁ ନିର୍ମାଣ କରାଯାଇଥିବା ଯାତ୍ରୀ ନିବାସ ଘରର ଝରକା କାଚକୁ ଟେକା ମାରି ଭାଙ୍ଗି ଦେଇଛି । ଉକ୍ତ ଯାତ୍ରୀ ନିବାସରେ କାଲି ରାତିରେ ଏକ ବାହାଘର ଭୋଜି ଚାଲିଥିଲା । ଦାୟତ୍ୱରେ ଥିବା କର୍ମଚାରୀ ଜଣଙ୍କ ସମସ୍ତେ ଗଲା ପରେ ସବୁ ଚେକା ଚାକ ରି ଲାଇଟି ସୁଇଜି ବନ୍ଦ କରି ଘରକୁ ଯାଇଥିଲେ । ଆଜି ସାକଳୁ ଦେଖିଲା ବେଳେକୁ ଉକ୍ତ ଘରର ଝରକା କାଚ ଗୁଡିକକୁ ଟେକା ମାରି କେହି ଭାଙ୍ଗି ଦେଇଥିବେ ଜଣାପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୨---୬,୧୦   

Sakhigopal News, 7/5/2022

Blog Archive

Popular Posts