Breaking News

ପୁଅର ଜରୁରୀ ଅପରେସନ ପାଇଁ ଆର୍ଥିକ ସହାୟତା ଦେବାକୁ ବାପାର ନିବେଦନ

The father appealed for financial support for his son's emergency operation.
 
 ଡେଲାଙ୍ଗ ----ମହାଶୟ/ମହାଶୟା,ବିନମ୍ର ନିବେଦନ କରୁଅଛି କି ମୁଁ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ, ସାମ୍ବାଦିକ, ଡେଲାଙ୍ଗ ବ୍ଲକ,ଜିଲ୍ଲା-ପୁରୀ । ଏକ ବାଇକ ଦୁର୍ଘଟଣାରେ ଆଜକୁ ପ୍ରାୟ ଦୁଇମାସ ହେବ ଗୁରୁତର ଭାବେ ଆହତ ହୋଇ ମୋ ସାନ ପୁଅ ସୂର୍ଯ୍ୟକାନ୍ତ ପଟ୍ଟନାୟକ ଏବେ ସମ ହସ୍ପିଟାଲ,ଭୁବନେଶ୍ୱର ରେ ଅର୍ଥପେଡିକ ୱାର୍ଡ଼ ନଂ-୯ ଏବଂ ବେଡ଼ ନଂ-୨୮ରେ ଚିକିତ୍ସାଧିନ ଅଛି। ଆସନ୍ତାକାଲି ବୁଧବାର (୧୬/୦୩/୨୦୨୨)ତାର ଗୋଡ଼ରେ ଜରୁରୀ ଅସ୍ତ୍ରୋପଚାର ହେବ। ଏଥିପାଇଁ ପ୍ରାୟ ଏକ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି।ସମ୍ପ୍ରତି ମୁଁ ଘୋର ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବାବେଳେ ଏହି ଅପରେସନ ପାଇଁ ଆପଣମାନଙ୍କଠାରୁ କିଞ୍ଚିତ ସହାୟତା କାମନା କରୁଛି।ଆଶା ଗରିବ ସାମ୍ବାଦିକ ପରିବାର ପାଇଁ ଆପଣ ସାଧ୍ୟମତେ ଆର୍ଥିକ ସହାୟତା ପ୍ରଦାନ କଲେ ଏ ଅଧମ ଆପଣଙ୍କ ବଦାନ୍ୟତା ପାଇଁ ଚିର କୃତଜ୍ଞ ରହିବ।
ବିନୀତ,
ସନ୍ତୋଷ କୁମାର ପଟ୍ଟନାୟକ, ସାମ୍ବାଦିକ, ଡେଲାଙ୍ଗ ବ୍ଲକ,ଜିଲ୍ଲା-ପୁରୀ
ଦୟାକରି ନିମ୍ନ ଲିଖିତ ଫୋନ ପେ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରୁଛି।
ଫୋନ ପେ ନଂ- 7328888747
(ମନୋଜ କୁମାର ପଟ୍ଟନାୟକ)
ଡେଲାଙ୍ଗ ୟୁକୋ ବ୍ୟାଙ୍କ ଆକାଉଣ୍ଟ ନମ୍ବର- 08430110112960
IFSC- UCBA0000843
Binodini Pattanaik(Mother of the patient)
Thank you. 
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୧୫/୩/୨୦୨୨---୧,୪୫
 Sakhigopal News,15/3/2022

Blog Archive

Popular Posts