Breaking News

୩ ପଥର ଗାଡି ଜବତ

3 stone vehicles seized.

 

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ପକ୍ଷରୁ ଆଜି ସକାଳେ ୩୧୬ନଂ ଜାତୀୟ ରାଜପଥ ଉପରେ ଗାଡି ମଟର ଚେକିଂ କରାଯାଉଥିଲା । ଏହି ସମୟରେ ତିନୋଟି ଚୋରା ପଥର ଗାଡି ସତ୍ୟବାଦୀ ପୋଲିସ ଜବତ କରିଛି । ଗାଡି ଗୁଡିକ ଅଟକାଇ କାଗଜ ପତ୍ର ଯାଞ୍ଚ ସମୟରେ ସେମାନେ ପଥରର ସଠିକ କାଗଜ ପତ୍ର ଦେଖାଇ ପାରିନଥିଲେ । ସତ୍ୟବାଦୀ ଥାନାରେ ଗାଡି ଚାଳକ ମାନଙ୍କୁ ଅଟକ ରଖାଯାଇଛି । ଏ ସମ୍ପର୍କରେ ଏକ ବେଆଇନ ଲଘୁଜାତ ସମାଗ୍ରୀ ଚୋରା ଚାଲାଣ କରିବାକୁ ନେଇ ଏକ ମାମଲା ରୁଜ କରାଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୨---୫,୧୦   Sakhigopal News , 9/3/2022

Blog Archive

Popular Posts