Breaking News

ହନୁମାନ ମନ୍ଦିରରେ ସଂକ୍ରାନ୍ତ ଉତ୍ସବ ପାଳିତ

 The festival is celebrated at the Hanuman Temple
 ଭଞ୍ଜନଗର-ସ୍ଥାନୀୟ ବ୍ଲକ ବାଭଁଶଲୁଣ୍ଡି ପଞ୍ଚାୟତ ଚାଖୁଣ୍ଡାପଲ୍ଲୀ  ଗ୍ରାମରେ ଥିବା ହନୁମାନ ମନ୍ଧିରରେ ମଙ୍ଗଳବାର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ମନ୍ଧିର ପୂଜକ ସରୋଜ କାନ୍ତ ମିଶ୍ର ଓ ପରିଚାଳକ ଅରକ୍ଷିତ ଗୈାଡଙ୍କ ତତ୍ତ୍ୱାବଧାନରେ ମନ୍ଦିରର ନିତିକାନ୍ତି ଅନୁସାରେ ପାଳନ କରାଯାଇଥିଲା । ଗ୍ରାମର ମୋଚିରାମ ଗୌଡ଼ଙ୍କ ପୁତ୍ର ଜଗନ୍ନାଥ ଗୌଡ଼ ଏହି କାର୍ଯ୍ୟକ୍ରମରେ ସମସ୍ତପ୍ରକାର ବ୍ୟବସ୍ଥା କରିଥିବା ବେଳେ ରମାକାନ୍ତ ମିଶ୍ର,ସହଦେବ ଗୌଡ ,ଲିଙ୍ଗରାଜ ଗୌଡ଼ଙ୍କ ସମେତ  ସମସ୍ତ ଗ୍ରାମବସୀ ସହଯୋଗ କରିଥିଲେ । ଚାଖୁଣ୍ଡାପଲ୍ଲୀ ଗ୍ରାମ ସମେତ ଆଖପାଖ ଅଞ୍ଚଳରୁ ବହୁ ଭକ୍ତ  ଏହି କାର୍ଯ୍ୟକ୍ରମ ଉତ୍ସବରେ ଯୋଗଦେଇ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୩/୨୦୨୨----୮,୩୦ Sakhigopal News,15/3/2022

Blog Archive

Popular Posts