Breaking News

ତୁତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଡେଲାଙ୍ଗ ବ୍ଳକର ଟପର ଅଂଶୁମାନ

Delang Block Top Anshuman in Grade II Vocational Examination.


ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ତୁତୀୟ ଶ୍ରେଣୀ  ବୃତ୍ତି ପରୀକ୍ଷା ୨୦୨୨ରେକ୍ଷେତ୍ରପାଳ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଅଂଶୁମାନ ସ୍ୱାଇଁ ସଫଳ ହୋଇ ଡେଲାଙ୍ଗ ବ୍ଳକରେ ସର୍ବାଧିକ ନମ୍ବର ରଖି ଟପର ହୋଇଛନ୍ତି । ଡେଲାଙ୍ଗ ବ୍ଳକରେ ୨୫୦ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ରୁ ୭ଜଣ ଏହି ବୃତ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି । ଅଂଶୁମାନ ହେଉଛନ୍ତି ଡେଲାଙ୍ଗ ବ୍ଳକର ପୂର୍ବତନ ସମିତି ଅଧ୍ୟକ୍ଷ ସତ୍ୟବାଦୀ ସ୍ୱାଇଁଙ୍କ ନାତି ବୋଲି ଜଣାପଡିଛି । ଏହି ସପଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖୁସି ହୋଇଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୩/୨୦୨୨---୫,୪୫  

 Sakhigopal News, 10/3/2022

Blog Archive

Popular Posts