ପିପିଲି ଉପନିର୍ବାଚନ ଫଳାଫଳ ୮ମ ରାଉଣ୍ଡ
ସାକ୍ଷୀଗୋପାଳ--- ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆରମ୍ଭ କରିଛି । ବିଜେଡି ୮୮୫୬ଖଣ୍ଡ ଭୋଟ ୮ମ ରାଉଣ୍ଡ ଗଣତି ସୁଦ୍ଧା ଆଗରେ ରହିଛନ୍ତି । ୧୪ ଗୋଟି ଟେବୁଲ ରେ ଗଣତି ହେଉଛି ।୨୫ ରାଉଣ୍ଡ ଗଣତି ହେବ । ବିଜେଡି ପାଇଛି---୩୧,୪୫୭ଖଣ୍ଡ , ବିଜେପି--- ୨୨,୬୦୧ ଖଣ୍ଡ ଓ କଂଗ୍ରେସ---୨୧୨୨ଖଣ୍ଡ ପାଇଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୩/୧୦/୨୦୨୧
Sakhigopal News,3/10/2021