Breaking News

ପିପିଲି ଉପନିର୍ବାଚନ ଫଳାଫଳ---୭ମ ରାଉଣ୍ଡ ଶେଷ

ସାକ୍ଷୀଗୋପାଳ--- ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆରମ୍ଭ କରିଛି । ବିଜେଡି ୭,୬୩୦ଖଣ୍ଡ ଭୋଟ ୭ମ ରାଉଣ୍ଡ ଗଣତି ସୁଦ୍ଧା ଆଗରେ ରହିଛନ୍ତି । ୧୪ ଗୋଟି ଟେବୁଲ ରେ ଗଣତି ହେଉଛି ।୨୫ ରାଉଣ୍ଡ ଗଣତି ହେବ । ବିଜେଡି ପାଇଛି---୨୭,୫୧୭ଖଣ୍ଡ , ବିଜେପି--- ୧୯,୮୮୭ ଖଣ୍ଡ ଓ କଂଗ୍ରେସ---୨୦୨୭ଖଣ୍ଡ ପାଇଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୩/୧୦/୨୦୨୧
Sakhigopal News,3/10/2021

Blog Archive

Popular Posts