Breaking News

ପିପିଲି ଉପନିର୍ବାଚନ ଫଳାଫଳ,୯ମ ରାଉଣ୍ଡ ସୁଦ୍ଧା ୯୩୮୨ ଭୋଟ ଆଗରେ

ସାକ୍ଷୀଗୋପାଳ--- ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆରମ୍ଭ କରିଛି । ବିଜେଡି ୯୩୮୨ଖଣ୍ଡ ଭୋଟ ୯ମ ରାଉଣ୍ଡ ଗଣତି ସୁଦ୍ଧା ଆଗରେ ରହିଛନ୍ତି । ୧୪ ଗୋଟି ଟେବୁଲ ରେ ଗଣତି ହେଉଛି ।୨୫ ରାଉଣ୍ଡ ଗଣତି ହେବ । ବିଜେଡି ପାଇଛି---୩୪,୯୧୩ଖଣ୍ଡ , ବିଜେପି--- ୨୫,୫୩୧ ଖଣ୍ଡ ଓ କଂଗ୍ରେସ---୨୨୮୧ଖଣ୍ଡ ପାଇଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୩/୧୦/୨୦୨୧
Sakhigopal News,3/10/2021

Blog Archive

Popular Posts