ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ସାକ୍ଷୀଗୋପାଳ-----ସାକ୍ଷୀଗୋପାଳରେ ବିଦ୍ୟୁତ ବିଭାଗ, କାଠ ଅଡା, କଳ. କାରଖାନା ଓ ଅଟୋ ଓ କାରଷ୍ଟାଣ୍ଡ ମାନଙ୍କରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁ ସେପରି ଯାକଯମକରେ କରାଯାଇନାହିଁ । ବିଶେଷ କରି ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ମହାବୀର ଅଟୋ ଓ କାର ଷ୍ଟାଣ୍ଡ , ଅଳଗୁମ ଅଟୋଷ୍ଟାଣ୍ଡ ସହିତ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୧---୯,୧୫
Sakhigopal, 17/9/2021