ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ କଂଗ୍ରେସ ଦଳ ପକ୍ଷରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ପଞ୍ଚସଖା ମଣ୍ଡପ ଠାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଂଗୀତ ସମୂହ ଗାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କାଦୁଆ ସରପଞ୍ଚ ସୁବାଷ ମହାପାତ୍ର, ବିଶ୍ୱଜିତି ହୋତା କାହ୍ନୁ ଚରଣ ପ୍ରଧାନ, ସରୋଜ କୁମାର ଷଡଙ୍ଗୀ, କୃପାନିଧି ପ୍ରଧାନ, ମହେଶ୍ୱର ଗୌଡ, ସୁଦର୍ଶନ , ସନାତନ ନାୟକ, ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସ୍ନେହଶ୍ରଧ୍ୟା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୮/୨୦୨୧----୬,୫୦----
Sakhigopal News, 15/8/2021