Breaking News

ଚନ୍ଦନପୁର ଥାନାକୁ ଆଜାଦମଞ୍ଚ ପକ୍ଷରୁ ସାନିଟାଇଜର କରାଗଲା


 ସାକ୍ଷୀଗୋପାଳ ----- ରାଜ୍ୟରେ ଏବେ ଦୁତୀୟ ଲହର କରୋନା ସଂକ୍ରମଣଙ୍କ ସଂଖ୍ୟା କମିଛି । ଏହାକୁ ନଜର କରି ସରକାର ଲକଡାଉନ ଓ ସଟଡାଉନ ଜାରି କରିଛନ୍ତି । ଏହାକୁ ନଜର କରି ଆଜାଦମଞ୍ଚ ପକ୍ଷରୁ ଚନ୍ଦନପୁର ଥାନାକୁ ସାନିଟାଇଜର କରାଯାଇଛି ।  ଚନ୍ଦନପୁର ଥାନା ଅନ୍ତର୍ଗତ ବୀରନରସିଂହପୁର ଗ୍ରାମର ଉଦୀୟମାନ ଯୁବକ ଦୁର୍ଗା ମହାପାତ୍ରଙ୍କ ସହଯୋଗରେ ଚନ୍ଦନପୁର ଥାନାକୁ ସାନିଟାଇଜର କରାଯାଇଛି । ଶ୍ରୀ ମହପାତ୍ର ଦେଇଥିବା ସାନିଟାଇଜରକୁ ଅନୁଷ୍ଠାନର ରାଜ୍ୟ ସଚିବ ରାଜ କିଶୋର ବେହେରାଙ୍କ ତତ୍ୱବଧାନରେ ପିପିଲି ବ୍ଳକ ଅଧ୍ୟକ୍ଷ ସନ୍ତୋଷ ବେହେରା, ମହିଳା ମୋର୍ଚ୍ଚାର ଅଧ୍ୟକ୍ଷନର୍ମଦା ପଣ୍ଡା, କାଣିନାଥ ବେହେରା, ରଶ୍ମ ଭଟ୍ଟ , ରଞ୍ଜନ ବେହେରା ଓ ସୁଧାଂଶୁ ମହାରଣା ପ୍ରମୁଖ ସାନିଟାଇଜର କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୬/୨୦୨୧ -------10,05

Sakhigopal News, 10/6/2021

Blog Archive

Popular Posts