ସତ୍ୟବାଦୀରେ ୨୨ ଜଣ ପଜେଟିଭି ଚିହ୍ନଟ
ସାକ୍ଷୀଗୋପ।।ଳ----ସତ୍ୟବାଦୀରେ କରୋନାଙ୍କ ସଂଖ୍ୟା ନ ବଡିଲେ ମଧ୍ୟ ପ୍ରତିଦିନ ୨୦ରୁ ୩୦ ମଧ୍ୟରେ ରହୁଛି । ବିଶେଷ କରି ଗ୍ରାମଞ୍ଚଳରେ ପ୍ରତିଦିନ କରୋନାଙ୍କ ସଂଖ୍ୟା ବଡୁଛି । ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୩୧ ଜଣ କୋଭିଡ ଷ୍ଟେଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ଜଣ ପଜେଟିଭି ଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୬/୨୦୨୧
Sakhigopal News, 2/6/2021