Breaking News

ସାକ୍ଷୀଗୋପାଳ କୋଭିଡ କେୟାରରେ ୩୬ଜଣ ଚିକିତ୍ସାଧୀନ

  ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ୮୮ ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର ମେଡିକାଲ କରାଯାଇଛି । ବର୍ତ୍ତମାନ ସେଠାରେ ୩୬ ଜଣ କରୋନା ସଂକ୍ରମଣ ରହି ଚିକିତ୍ସା ହେଉଛନ୍ତି । ଏହି କୋଭିଡ ମେଡିକାଲରେ ପିପିଲି ଓ ସତ୍ୟବାଦୀ ବ୍ଳକର କରୋନା ପଜେଟିଭି ମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୬/୨୦୨୧

 Sakhigopal News, 2/6/2021


Blog Archive

Popular Posts