Breaking News

ଅନ ଲାଇନିରେ ଏଣିକି ମିଳିବ ବିବାହ ଓ ଶୁଦ୍ଧିକିୟା ପାଇଁ ଅନୁମତି





 


 ଡେଲାଙ୍ଗ  ------ ରାଜ୍ୟରେ ମହାମାରୀ ଦୁତୀୟ ଲହର କରୋନା ଯେଉଁ ପରି ଭାବେ ସଂକ୍ରମଣ ହେବାରେ ଲାଗିଛି ତାହାକୁ ନଜର କରି ରାଜ୍ୟ ସରକାର ବିବାହ ଓ ଶୁଦ୍ଧିକିୟା ପାଇଁ ଅନ ଲାଇନିରେ ଅନୁମତି ପତ୍ର ପ୍ରଦାନ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ଦ୍ୟମ । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢ଼େଇ ଏକ ପ୍ରେସ ବିବୃତି ମାଧ୍ୟମରେ ବିଜ୍ଞପ୍ତି ଜାରି କରିଛନ୍ତିି । କୌଣସି ବ୍ୟକ୍ତି ବା ଲୋକମାନେ ତହସିଲ କାର୍ଯ୍ୟାଳୟକୁ ନ ଆସିବା ପାଇଁ ନିବେଦନ କରିଛନ୍ତି ।   ବିବାହ ଓ ଶୁଦ୍ଧିକିୟା ପାଇଁ ଅନୁମତି ପାଇଁ ଦରଖାସ୍ତକୁ ତହସିଲ କାର୍ଯ୍ୟାଳୟର ବଡବାବୁଙ୍କ ମୋବାଇଲିନଂ ୬୩୭୦୭୭୬୨୨୫ ହ୍ୱାଟସôଫରେ ପଠାଇ ଦିଅନ୍ତୁ । ଏଥିପାଇଁ କାହାକୁ କିଛି ଶୁକ୍ଳ ଦେବାକୁ ପଡିବ ନାହିଁ । କିଛି ସମୟ ପରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ଆପଣ ପଠାଇଥିବା ହ୍ୱାଟସଫ ନମ୍ବରକୁ ଅନୁମତି ପ୍ରଦାନ କରାଯିବ ବୋଲି  ତହସିଲଦାର ଶ୍ରୀ ବଢ଼େଇ କହୌିଛନ୍ତି ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୫/୨୦୨୧---- ୫,୪୦

Blog Archive

Popular Posts