ଡେଲାଙ୍ଗରେ ୧୭ଜଣ କରୋନା ପଜେଟିଭି ଚିହ୍ନଟ
ଡେଲାଙ୍ଗ -----ଡେଲାଙ୍ଗରେ ମଙ୍ଗଳବାର ୧୭ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୧୩୭ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୫୦ ହୋମକରୋଣ୍ଟାଇନିରେ ରହିଥିବା ଜଣାପଡିଛି । ଏହା ବ୍ୟତିତ୍ୟ କିଛି ଲୋକମାନେ ଜ୍ୱର, ଥଣ୍ଡା ହେଉଥିଲେ ମଧ୍ୟ କରୋନା ଟେଷ୍ଟ ନ କରାଇ ମେଡିସିନ କିଣିକି ଖାଇବା ସହ ଘରେ ରହି ଚିକିତ୍ସା ହେଉଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୧
Delanga News,Dhirendra Senapati,4/5/2021