Breaking News

ଲକଡାଉନ ସମୟରେ ଅମାନିଆ ବ୍ୟବସାୟୀ ତଣ୍ଡ ଗଣିଲେ


 ସାକ୍ଷୀଗୋପାଳ------ ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ପୁରୀ ଜିଲ୍ଲା ସତ୍ୟବାଦୀରେ କେତେକ ବ୍ୟବସାୟୀ ମାନେ ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନ ଉଲଙ୍ଗନ କରିଥିବା ଜଣାପଡିଛି । ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା ଓ ପୁଲିସଙ୍କ ସହଯୋଗରେ ସତ୍ୟବାଦୀର ପରିବା ଓ ଗ୍ରୋସରୀ ଦେକାନ ଉପରେ ଚଡାଉ କରିଥିଲେ । ସେମାନେ ମୁହଁରେ ମାସ୍କ ବ୍ୟବହାର ନକରିବା ସାମାଜିକ ଦୂରତା ବଜାୟ ନ ରଖିବା ଓ ଲକଡାଉନ ସମୟ ସୀମା ପରେ ବି ଦେକାନ ବଜାର ଖେଶଲିଥିବାରୁ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ସଚେତନତା କରାଯାଇଛି ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୧---୭,୪୦

Blog Archive

Popular Posts