Breaking News

ବ୍ଳକ ପରିସରରେ ଦ୍ୱତୀୟ ପର୍ଯ୍ୟାୟ ଟୀକା କରଣ


 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ପରିସରରେ ୧୧୦ ଜଣଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକା କରଣ  ପ୍ରଦାନ କରାଯାଇଥିଲା । ସେମାନେ ହେଲେ ପୋଲିସ, ବ୍ଳକ କର୍ମଚାରୀ , ତହସିଲ ଓ ଅଗ୍ନିଶମ କର୍ମଚାରୀ । ଆଜି ସେମାନଙ୍କୁ ଦ୍ୱତୀୟ ପର୍ଯ୍ୟାୟ ଟୀକା କରଣ ପ୍ରଦାନ କରାଯାଇଛି । ବିଡିଓ କ୍ଷୀରୋଦ କୁମାର ବେହେରା ଦ୍ୱତୀୟ ପର୍ଯ୍ୟାୟର ପ୍ରଥମ ଟୀକ ନେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ  । ଯେଉଁମାନେ ଆଜି ଏହି ଟୀକା ନେବାର ବଞ୍ଚିତ ହେବେ ସେମାନଙ୍କୁ ଆସନ୍ତା କାଲି ଟୀକା ପ୍ରଦାନ କରାଯିବ ବୋଲି  ବିଡିଓ ଶ୍ରୀ ବେହେରା କହିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୧----୭,୪୦

Blog Archive

Popular Posts