Breaking News

ଯୁବତୀ ଅପହରଣ ପରେ ପୋଲିସ ଦ୍ୱାରା ଉଦ୍ଦାର

 ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ଅନ୍ୟ ଏକ ଗ୍ରାମର ଯୁବକ ଅପହରଣ କରି ନେଇଥବା ନେଇ ଏକ ଲିଖିତ ଅଭିଯୋଗ ହୋଇଛି । ସତ୍ୟବାଦୀ ପୋଲିସ ଅଭିଯୋଗ ପାଇବା ପରେ ୧୧୧/୨୦୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥଲେ । ଯୁବତୀଙ୍କୁ ପୋଲିସ ଉଦ୍ଦାର କରିବା ସହ ଡାକ୍ତରୀ ମାଇନା କରିବା ପରେ ମାଜିଷ୍ଟେଟଙ୍କ ପାଖରେ ୧୬୪ରେ ବୟାନ ରେକଡ କରିବା ପରେ ଯୁବତୀଙ୍କ ବାପାଙ୍କ ଜିମା ଦିଆଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ   judati upharna satyabadhi thanaera avijoga puera jubati udharera , Sakhigopal News Dhirendra Senapati, 19/3/2021---9,45 P.m 

ଧୀରେନ୍ଦ୍ର ସେନାପତି, ୧୯/୩/୨୦୨୧---୯,୪୫

Blog Archive

Popular Posts