Breaking News

ଏପ୍ରିଲ ୧୭ରେ ପିପିଲି ନିର୍ବାଚନ

ପିପିଲି--ଏପ୍ରିଲ ୧୭ରେ ହେବ ପିପିଲି ଉପନିର୍ବାଚନ ।
ଏନେଇ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। ମାର୍ଚ୍ଚ ୩୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ।ମେ’ ୨ ତାରିଖରେ ଭୋଟ ଗଣତି ହେବ ବୋଲି ଜଣାପଡିଛି । ପିପିଲି ରୁ ବିଜୟ କୁମାର ମହାପାତ୍ର,୧୬/୩/୨୦୨୧----୫,୧୫

Blog Archive

Popular Posts