ଦେଶୀ ମଦ ବିକି ଜଣେ ଗିରଫ
ସାକ୍ଷୀଗୋପାଳ----ସାକ୍ଷୀଗୋପାଳ ରେଳୱ ଗେଟ ନିକଟରେ ବେଆଇନ ଭାବେ ୩ ଲିଟର ଦେଶୀ ମଦ ବିକ୍ରୟ କରୁଥିବା ସମୟରେ ସତ୍ୟବାଦୀ ପୋଲିସ ରମେଶ ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ତାଙ୍କ ନାମରେ ସତ୍ୟବାଦୀ ଥାନାକେସନଂ୧୩୬ରେ ଏକ ମକଦ୍ଦମା ରୁଜ କରାଯାଇଛି । ଥାନାରୁ ଦିଆଯାଇଥିବା ଥାନା ଆଇଆଇସିଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୩/୨୦୨୧---୮,୪୦