Breaking News

ଯୁବକର ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା



jubankera akala mutru
ଜଟଣୀ --ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୨୩ କୁଦିଆରୀ ଭୋଇ ସାହିର ୩୫ ବର୍ଷୀୟ କାଳୁ ଚରଣ ବେହେରା ଓରଫ( କାଉ )ସାଇକେଲରେ ଘରକୁ ଫେରୁଥିବା ସମୟରେ ଭାରସାମ୍ଯ ହରାଇ  କୂଅ ମଧ୍ୟରେ ପଡିଯାଇଥିଲେ । ଏହା ଦେଖି ସାହି ପିଲାମାନେ ସଙ୍ଗେ ସଙ୍ଗେ କୂଅ ମଧ୍ୟରୁ ଉଦ୍ଧାର କରି ଖୋର୍ଦ୍ଧା ସରକାରୀ ମେଡିକାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୁର୍ତ୍ୟୁ ଘୋଷଣା କରିଥିଲେ । ଏହି ସମ୍ବାଦ ପ୍ରଚାର ପରେ କୁଦିଆରୀ ଗ୍ରାମରେ ଶୋକର ବାତାବରଣ ଖେଳିଯାଇଛି 
jubankera Akala Muturu, 
 jatani, Ranganath Bheram 18/3/2021, 10.50 P.M 
ଜଟଣୀ -ରଙ୍ଗନାଥ ବେହେରା ,୧୮/୩/୨୦୨୧---୧୦,୫୦

Blog Archive

Popular Posts