Breaking News

ସତ୍ୟବାଦୀରେ କୃଷି ସଚେତନତା ରଥ ବୁଲିଲା

Satayabadhi era kushi rath

 ସାକ୍ଷୀଗୋପାଳ ---- କୃଷି ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟବାଦୀ ବ୍ଳକରେ ଏକ କୃଷି ସଚେତନତା ରଥ ପରିଭ୍ରମଣ କରିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବଳରାମ ଯୋଜନା, ରାଜ୍ୟ କୃଷିନୀତି ଯୋଗୁ କିପରି କୃଷକଙ୍କ ଆୟ ଦୁଇ ଗୁଣିତ ଯୋଜନା , ବିହନ ବିଶୋଧନ, ମୃତ୍ତିକା ସଂରକ୍ଷଣ ସହିତ ମୃତ୍ତିକା ନମୁନା ପରୀକ୍ଷା , ରୋଗ ପୋକ ପରିଚାଳନା ଓ ସ୍ୱାସ୍ଥ୍ୟ କାର୍ଡ ଉପରେ ସଚେତନତା ରଥ ବୁଲିବା ସହ ଗୀତ ନାଚ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଗ୍ରାମ୍ୟ କୃଷି ସେବକସରୋଜ କୁମାର ସେଠୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
Satayabadhi era kushi rath parivana, Sakhigopal News, Dhirendra Senapati, 21/3/2021---9,30 P.M 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୧----୯,୩୦

Blog Archive

Popular Posts