ମାଦକ୍ଷିଣକାଳୀ ଙ୍କ ତ୍ରୟୋଦଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
ଜଟଣୀ--ନିରଞ୍ଜନ ପୁର ସ୍ଥିତ ମା ଦକ୍ଷିଣକାଳୀଙ୍କ ପୀଠରେ ତ୍ରୟୋଦଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହୋଇଯାଇଛି । ଏହି ଅବସରରେ ପାଞ୍ଚ ଦିନ ଧରି ମା ଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଥିଲା। କାହିଁ କେତେ ଦୂରରୁ ଭକ୍ତ ମାନେ ମା ଙ୍କ କୃପା ଲାଭ କରିବା ପାଇଁ ଆସିଥାନ୍ତି । ଏହି ପରୀପେକ୍ଷରେ ଘୃତଯଜ୍ଞ, ଅର୍ଣ୍ଣ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ରେ ମା ଙ୍କ ପୀଠ ଉଛୁଳି ପଡୁଥିଲା ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୩/୨୦୨୧---୧୦,୪୫