ସତ୍ୟବାଦୀ ବ୍ଳକରେ ଦ୍ୱତୀୟ ସୋପନ କରୋନା- ୩ ଆକ୍ରାନ୍ତ ଚିହ୍ନଟ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକରେ ଦ୍ୱତୀୟ ସୋପନ କରୋନା ୪ଜଣ ଚିହ୍ନଟ ହୋଇଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖୃ ଚିକିତ୍ସା ଅଧିକାରୀ ଡ. ବିଶ୍ୱଜିତି ମିଶ୍ରଙ୍କ ଠାରୁ ସୁଚନା ମିଳିଛି । ବୁଧବାର ଦିନ ଜଣେ ସାକ୍ଷୀଗୋପାଳ ମେଡିକାଲରେ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଦିନ ସାଣ୍ଢରା, ଶୁକଳ ବାଁବରଡା ଓ ଡାଙ୍ଗୁରା ଗ୍ରାମର ଜଣେ ଲେଖାଏଁ ବାହାରେ ଚିହ୍ନଟ ହୋଇଥିବା ଜଣାପଡିଛି । ଏଣୁ ଆଜି ଠାରୁ ସମେସ୍ତ ସଜାଗ ହେବା ସହ ଅତିତ ଦିନକୁ ମନେ ପକାଇ ନିଜକୁ ନିଜେ ସୁରକ୍ଷିତ ରହିବା ପାଇଁ ଜନସାଧାରଣଙ୍କୁ ସେ ନିବଦେନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୩/୨୦୨୧---୯,୪୦