୧୯ବୋତଳ ଦେଶୀ ମଦ ଜଜତ; ଜଣେ ଗିରଫ
ସାକ୍ଷୀଗୋପାଳ---- ରେଳୱେ ଗେଟ ଛକ ପାଖରେ ବେଆଇନ ଭାବେ ଦେଶୀ ମଦ ବିକ୍ରୟ କରୁଥିବା ଖବର ପାଇ ସତ୍ୟବାଦୀ ଥାନା ଏଏସଆଇ କୃଷ୍ଣଚନ୍ଦ୍ର ଦାସ ଚଡାଉ କରିଥିଲେ । ରମେଶ ବେହେରା ନାମକ ଜଣେ ଯୁବକଙ୍କ ଠାରୁ ୧୯ ବୋତଳ ଦେଶୀ ମଦ ଜବତ କରିବା ସହ ରମେଶଙ୍କୁ ଗିରଫ କରି ଥାନାରୁ ଜାମିନରେ ଛଡାଯାଇଥିବା ଜଣାପଡିଛି । ତାଙ୍କ ନାମରେ ୧୧୨/ ୨୦୨୧ରେ ଏକ ମାମଲା ରୁଜ କରାଯାଇଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
19 Botaela Deshi Madha jabata, Sakhigopal News-- 19/3/2021----9,45 P.m
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୩/୨୦୨୧---୯,୪୫